ବଢ଼ିଲା କରୋନା ସଂକ୍ରମଣ: ଭୁବନେଶ୍ୱର ମହାନଗରରେ କଟକଣା କଡ଼ାକଡ଼ି କଲା ବିଏମ୍‌ସି

ଭୁବନେଶ୍ବର: ରାଜଧାନୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଭୁବନେଶ୍ୱର ମହାନଗରରେ ବିଏମସି କଟକଣାକୁ କଡ଼ାକଡ଼ି କରିଛି। ଏନେଇ ବିଏମସି ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଠେଲା ଜଳଖିଆ, ଚା, ଲସି ଓ ଗୁପଚୁପ୍ ଆଦି ଦୋକାନୀଙ୍କୁ ଭିଡ଼ କରିବା ମନା। ଦୋକାନୀ ଭିଡ଼ ସମ୍ଭାଳି ନ ପାରିଲେ ଖାଦ୍ୟ ପାର୍ସଲ ଦେବାକୁ ପରାମର୍ଶ ଦିଆଯାଇଛି। କୌଣସି ସପିଙ୍ଗ ମଲ୍ ଓ ଦୋକାନରେ ଭିଡ଼ ନ … Continue reading ବଢ଼ିଲା କରୋନା ସଂକ୍ରମଣ: ଭୁବନେଶ୍ୱର ମହାନଗରରେ କଟକଣା କଡ଼ାକଡ଼ି କଲା ବିଏମ୍‌ସି